Subscribe
URL of the page has been copied to clipboard.
Meaning : ଧାତୁ, କାଗଜ ଆଦିରେ ତିଆରି କରାଯାଇଥିବା ମୁଖ ଆକାରର ବସ୍ତୁ
Example : ସର୍କସରେ ଜୋକର ବିଭିନ୍ନ ପ୍ରକାରର ମୁଖା ପିନ୍ଧି ଦର୍ଶକଙ୍କ ମନୋରଞ୍ଜନ କରୁଥିଲା
Translation in other languages :हिन्दी English
धातु, काग़ज़ आदि का बना हुआ मुख के आकार की वस्तु।
A covering to disguise or conceal the face.
Meaning : ମୁହଁ ଲୁଚାଇବାପାଇଁ ତା ଉପରେ ପକାଯାଉଥିବା ଲୁଗା
Example : ଆତଙ୍କବାଦୀ ମୁଖା ଲଗାଇଥିଲେ
Synonyms : ଓଢ଼ଣା, ମୁଖବନ୍ଧା
चेहरा छिपाने के लिए उस पर डाला हुआ कपड़ा।
Install App