Meaning : କୌଣସି ବନ୍ଦୀ କିମ୍ବା ଫସିଥିବା ବସ୍ତୁର ଅଲଗା ହେବା
Example :
ମାଛ ଜାଲରୁ ଖୋଲିଗଲା
Synonyms : ଅନ୍ମୁକ୍ତ ହେବା, ଆଜାଦ ହେବା, ଖୋଲିବା, ବନ୍ଧନ ମୁକ୍ତ ହେବା
Translation in other languages :
किसी बँधी या फँसी हुई वस्तु का अलग होना।
मछली जाल से छूट गई।Meaning : ଅଭିଯୋଗ,ଦୋଷ ଆଦିରୁ ମୁକ୍ତ ହେବା ବା ଛାଡ଼ ପାଇବା
Example :
ଏହି ଇଲାକାର ନାମୀ ଗୁଣ୍ଡା କାଲି ହିଁ ଜେଲରୁ ଖଲାସ ହୋଇଛି
Synonyms : ଖଲାସ ହେବା
Translation in other languages :