Meaning : କୌଣସି ବନ୍ଧନ ବା କାମରୁ ମୁକ୍ତ ହେବା
Example :
ମୁନିଋଷି ମାନେ ନିଜ ସାଧନା ବଳରେ ସଂସାରିକ ଦୁଃଖରୁ ନିଜକୁ ମୁକ୍ତ କରିଥିଲେ
Synonyms : ଉଦ୍ଧାର କରିବା, ଉଦ୍ଧାର ପାଇବା, ନିସ୍ତାର ପାଇବା, ମୁକ୍ତି ପାଇବା
Translation in other languages :
किसी बंधन या काम से मुक्त होना।
ऋषि अपनी साधना के बल पर संसार के दुःखों से उबरता है।Bring into safety.
We pulled through most of the victims of the bomb attack.Meaning : କାର୍ଯ୍ୟ ବା ଦାୟିତ୍ୱରୁ ମୁକ୍ତ କରିବା
Example :
ଦୟାକରି ଆପଣ ମୋ ସ୍ଥାନ ଗ୍ରହଣକରି ମୋତେ ମୁକ୍ତ କରନ୍ତୁ
Synonyms : ସ୍ୱତନ୍ତ୍ର କରିବା, ସ୍ୱାଧୀନ କରିବା
Translation in other languages :
* कार्यों या उत्तरदायित्वों से मुक्त करना।
कृपया आप मेरी जगह लेकर मुझे मुक्त करें।Meaning : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
Example :
ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
Synonyms : ଖୋଲିବା, ଛାଡ଼ିବା, ବନ୍ଧନରୁ ମୁକ୍ତ କରିବା
Translation in other languages :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।