Meaning : ଯେ ନିଜର କାର୍ଯ୍ୟ ବା କର୍ତ୍ତବ୍ୟରୁ ମୁକ୍ତ ହୋଇସାରିଛି
Example :
ସେ ସାଂସାରିକ ମୋହରୁ ନିବୃତ୍ତ ହୋଇ ସନ୍ୟାସ ଗ୍ରହଣ କରିଛନ୍ତି ମୁଁ ନିଜ କାମରୁ ମୁକ୍ତ ହୋଇଗଲି
Translation in other languages :
Meaning : ଯାହା ବନ୍ଧା ହୋଇନାହିଁ
Example :
ଉନ୍ମୁକ୍ତ ପକ୍ଷୀ ଖୋଲା ଆକାଶରେ ବୁଲୁଛନ୍ତି
Synonyms : ଉନ୍ମୁକ୍ତ, ଖୋଲା, ବନ୍ଧନମୁକ୍ତ, ବନ୍ଧନହୀନ
Translation in other languages :
Not restrained or tied down by bonds.
unboundMeaning : ଯେ ବଶକୁ ଆସେନାହିଁ
Example :
ମନ ବଶହୀନ ନୁହେଁ; ଧ୍ୟାନ, ଯୋଗଆଦି ଦ୍ୱାରା ଏହାକୁ ବଶକୁ ଅଣାଯାଇପାରେ
Translation in other languages :
Impossible to repress or control.
An irrepressible chatterbox.Meaning : (କବିତାର ସେହି ପ୍ରକାର) ଯାହାର ଶେଷ ପାଦର ଉପଧା ବା ଅନ୍ତାକ୍ଷର ମେଳ ହୁଏନାହିଁ
Example :
ଏହା ମୁକ୍ତ ପଦାବଳୀର ପୁସ୍ତକ
Synonyms : ଅନ୍ତାକ୍ଷରହୀନ, ମେଳହୀନ
Translation in other languages :