Meaning : ଏକ ତିନିକୋଣିଆ,ଛୋଟ ଶିରୋଭୁଷଣ ଯାହା ବିବାହ ସମୟରେ କନ୍ୟା ମୁଣ୍ଡରେ ବନ୍ଧାଯାଏ
Example :
ବିବାହ ମଣ୍ଡପରେ ବସିଥିବା କନ୍ୟାର ମୁଣ୍ଡରେ ମୁକୁଟ ଶୋଭା ପାଉଥିଲା
Synonyms : ଟୋପର
Translation in other languages :
Meaning : ଦେବତା ଓ ରାଜା ଆଦିଙ୍କ ମୁଣ୍ଡ ଉପରେ ଶୋଭାପାଉଥିବା ଏକ ଶିରୋଭୂଷଣ
Example :
ରାଜାଙ୍କ ମୁଣ୍ଡରେ ମୁକୁଟ ଶୁଶୋଭିତ ହେଉଛି
Translation in other languages :