Meaning : ପାଇବା, ହାତକୁ ଆସିବା ବା ମିଳିବାର କ୍ରିୟା ବା ଭାବ
Example :
ତାଙ୍କୁ ପୁତ୍ର ରତ୍ନ ପ୍ରାପ୍ତି ହେଲା
Synonyms : ପ୍ରାପ୍ତି, ସଂପ୍ରାପ୍ତି
Translation in other languages :
Meaning : ପ୍ରତିଯୋଗିତା, ପରୀକ୍ଷା ଆଦିରେ କୌଣସି ମୂଲ୍ୟାଙ୍କନ, ସ୍ଥାନ ଆଦି ପ୍ରାପ୍ତ ହେବା
Example :
ଏହି ଖେଳରେ ମୋତେ ପ୍ରଥମ ସ୍ଥାନ ମିଳିଲା
Synonyms : ପାଇବା, ପ୍ରାପ୍ତହେବା
Translation in other languages :
किसी प्रतियोगिता, परीक्षा आदि में कोई मूल्यांकन, स्थान आदि प्राप्त होना।
इस खेल में मुझे पहला स्थान मिला।Meaning : କୌଣସି ପରୀକ୍ଷା ଆଦିରେ ଏକ ନିର୍ଦ୍ଦିଷ୍ଟ ଅଙ୍କ ପାଇବା ବା ମୂଲ୍ୟାଙ୍କନ କରାଯିବା
Example :
ଏହି ପରୀକ୍ଷାରେ ସେ ଭଲ ନମ୍ବର ରଖିଲା
Synonyms : ପାଇବା, ପ୍ରାପ୍ତହେବା, ରଖିବା
Translation in other languages :
* किसी परीक्षा आदि में एक निश्चित अंक पाना या मूल्याकंन किया जाना।
इस परीक्षा में उसने अच्छे अंक पाए।Achieve a certain score or rating on a test.
She tested high on the LSAT and was admitted to all the good law schools.Meaning : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
Example :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
Synonyms : ଆସିବା, କରଗତ କରିବା, ପାଇବା, ପ୍ରାପ୍ତ କରିବା, ପ୍ରାପ୍ତ ହେବା
Translation in other languages :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।Meaning : ମିଳିଯିବା
Example :
ଏହି କାମ କରି ମୁଁ ଅଧିକ ପ୍ରସନ୍ନତା ପାଇଲି
Synonyms : ପାଇବା, ପ୍ରାପ୍ତ କରିବା
Translation in other languages :
Meaning : ପ୍ରାପ୍ତହେବା
Example :
ମୋତେ ଅନେକ ଧନ ମିଳିଲା ତାର ହଜିଯାଇଥିବା ଜିନିଷ ମିଳିଲା ନା ନାହିଁ?
Synonyms : ପାଇବା
Meaning : ପଠାଯାଇଥିବା ବା ଆସିଥିବା ବସ୍ତୁ କାହାକୁ ପ୍ରାପ୍ତ ହେବା
Example :
ତିନି ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିନାହିଁ
Synonyms : ପହଞ୍ଚିବା
Translation in other languages :
Meaning : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
Example :
ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
Synonyms : ଏକତ୍ରିତ ହେବା, ଏକହେବା, ଏକାଠି ହେବା, ଭେଟିବା, ମିଶିବା, ସଂଘବଦ୍ଧ ହେବା
Translation in other languages :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।