Subscribe
URL of the page has been copied to clipboard.
Meaning : ଯେ କୌଣସି ପ୍ରକାରେ ନିଜ ଅଧିକାରକୁ ଆସିଛି ବା ଅଣା ଯାଇଛି
Example : ସେ ନିଜ ପିତାଙ୍କଦ୍ୱାରା ପ୍ରାପ୍ତ ଧନକୁ ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲେ
Synonyms : ଉପାର୍ଜିତ, ପ୍ରାପ୍ତ, ହସ୍ତଗତ, ହାସଲ
Translation in other languages :हिन्दी
जो किसी प्रकार अपने अधिकार में आया या लाया गया हो।
Install App