Meaning : ସ୍ତ୍ରୀ ଆଦିଙ୍କ ସହିତ ପୁରୁଷ ଆଦିଙ୍କ ସମାଗମ
Example :
ଅନୁଚିତ ମୈଥୁନ କେତେ ପ୍ରକାରର ରୋଗକୁ ଜନ୍ମ ଦିଏବ୍ରହ୍ମଚାରୀ ମୈଥୁନ ଠାରୁ ଦୂରରେ ରହନ୍ତି
Synonyms : ଅନଂଗ-କ୍ରୀଡ଼ା, ଅନଙ୍ଗ-କ୍ରୀଡ଼ା, କେଳି, ନିଧୁବନ, ମୈଥୁନ, ରତି, ରତିକ୍ରିୟା, ସଂଗମ, ସଂଭୋଗ, ସଙ୍ଗମ, ସମ୍ଭୋଗ, ସହବାସ
Translation in other languages :
स्त्री आदि के साथ पुरुष आदि का समागम।
अनुचित मैथुन कई तरह के रोगों को जन्म देता है।Activities associated with sexual intercourse.
They had sex in the back seat.Meaning : ସୌର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ସୂର୍ଯ୍ୟ ମିଥୁନରାଶିରେ ଥାଏ ତଥା ଚନ୍ଦ୍ର ଜ୍ୟୋତିଷ ଅନୁସାରେ କୌଣସି ବ୍ୟକ୍ତିର ଜନ୍ମ ସେତେବେଳେ ହୋଇଛି ଯେତେବେଳେ ଚନ୍ଦ୍ର ମିଥୁନରାଶିରେ ଥାଏ
Example :
ମିଥୁନ ରାଶିର ବ୍ୟକ୍ତିଙ୍କପାଇଁ ଏବର୍ଷ ଟିକିଏ କଷ୍ଟଦାୟକ
Synonyms : ମିଥୁନ ରାଶି
Translation in other languages :
सौर ज्योतिषानुसार वह व्यक्ति जिसका जन्म तब हुआ हो जब सूर्य मिथुनराशि में हो।
मिथुनराशिवालों के लिए यह वर्ष थोड़ा कष्टमय है।Meaning : ଜ୍ୟୋତିଷ ଶାସ୍ତ୍ରର ଦ୍ୱାଦଶ ରାଶି ମଧ୍ୟରୁ ତୃତୀୟ ରାଶି
Example :
ଏ ବର୍ଷ ମିଥୁନରାଶି ଲୋକଙ୍କପାଇଁ ଅନୁକୂଳ
Synonyms : ମିଥୁନରାଶି
Translation in other languages :
ज्योतिष में बारह राशियों में से तीसरी राशि।
यह साल मिथुन राशि के लोगों के अनुकूल है।The third sign of the zodiac. The sun is in this sign from about May 21 to June 20.
gemini, gemini the twins, twinsMeaning : ପୋଖରୀ କୂଳରେ ରହୁଥୁବା ଗୋଟିଏ ପ୍ରକାରର ପକ୍ଷୀ
Example :
କ୍ରୌଞ୍ଚ ଯୁଗଳଙ୍କ ଦୁଃଖଦ ମୃତ୍ୟୁ ଦେଖି ବାଲ୍ମିକୀଙ୍କ ମୁଁହରୁ ଆପେ ଆପେ କାବ୍ୟ ଫୁଟି ଉଠିଲା
Synonyms : କ୍ରୌଞ୍ଚ, କ୍ରୌଞ୍ଚ ମିଥୁନ, ବଗ
Translation in other languages :
Small slender gull having narrow wings and a forked tail.
tern