Meaning : ( କବିତାର ସେହି ପ୍ରକାର) ଯାହାର ପାଦଶେଷରେ ମିତ୍ରାକ୍ଷର ବା ସମାନ ଅକ୍ଷର ମିଳେ
Example :
କବି ଶ୍ରୋତାମାନଙ୍କୁ ମିତ୍ରାକ୍ଷର ଛନ୍ଦର କବିତାମାନ ଶୁଣାଉଥିଲେ
Synonyms : ମିତ୍ରାକ୍ଷର ଛନ୍ଦ, ମିତ୍ରାକ୍ଷରଯୁକ୍ତ, ସମାକ୍ଷରଯୁକ୍ତ, ସମାକ୍ଷରାନ୍ତ
Translation in other languages :