Meaning : ଯେ ଆସକ୍ତ ନୁହେଁ
Example :
ସେ ଦେଶଦୁନିଆ ପ୍ରତି ଅନାସକ୍ତ
Synonyms : ଅନାସକ୍ତ, ନିର୍ଲିପ୍ତ, ମାୟାରହିତ, ମାୟାଶୂନ୍ୟ
Translation in other languages :
Showing lack of emotional involvement.
Adopted a degage pose on the arm of the easy chair.