Meaning : ମୟଦାନବର କନ୍ୟା
Example :
ମାୟାଙ୍କ ବିବାହ ବିଶ୍ରବାଙ୍କ ସହିତ ହୋଇଥିଲା
Translation in other languages :
An imaginary being of myth or fable.
mythical beingMeaning : ମାୟା ଆମ୍ବର ଗଛ
Example :
ମାୟା ଆମ୍ବଗଛ ନିମନ୍ତେ ଏହି ମାଟି ଭଲ ନୁହେଁ
Synonyms : ମାୟା ଆମ୍ବଗଛ, ମାୟା ଗଛ
Translation in other languages :
Large evergreen tropical tree cultivated for its large oval fruit.
mangifera indica, mango, mango treeMeaning : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
Example :
ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
Synonyms : ଅସ୍ମିତା, ବିମୋହ, ମମତା, ମୋହ
Translation in other languages :
A feeling of great liking for something wonderful and unusual.
captivation, enchantment, enthrallment, fascinationMeaning : ଗୋଟିଏ ବର୍ନ୍ନବୃତ୍ତ
Example :
ମାୟାର ପ୍ରତ୍ୟେକ ପାଦରେ କ୍ରମରେ ଭଗଣ, ତଗଣ, ମଗଣ,ଭଗଣ ଏବଂ ଗୋଟିଏ ଗୁରୁ ବର୍ଣ୍ଣ ଥାଏ
Translation in other languages :
Meaning : ଇନ୍ଦ୍ରବଜ୍ରା ବର୍ଣ୍ଣବୃତ୍ତ ଯାହା ଇନ୍ଦ୍ରବର୍ଜା ଏବଂ ଉପେନ୍ଦ୍ରବଜ୍ରାର ମିଳିତରେ ସୃଷ୍ଟ ଗୋଟିଏ ଉପଭେଦ
Example :
ମାୟାର ଦ୍ବିତୀୟ ତଥା ତୃତୀୟ ପାଦରେ ପ୍ରଥମ ବର୍ଣ୍ଣ ଲଘୁ ଥାଏ
Translation in other languages :
इंद्रवज्रा नामक वर्णवृत्त का एक उपभेद जो इंद्रवज्रा और उपेन्द्रवज्रा के मेल से बनता है।
माया के दूसरे तथा तीसरे चरण में प्रथम वर्ण लघु होता है।