Subscribe
URL of the page has been copied to clipboard.
Meaning : ଯେ ଅନେକଥର ମାଡ଼ ଖାଇଲାଣି
Example : ମାଡ଼ୁଆ ମୋହନାକୁ ପୁଣି ପୁଲିସ୍ ଧରି ନେଇଗଲାଣି
Synonyms : ମାଡ଼ଖିଆ
Translation in other languages :हिन्दी
जिसने कई बार मार खाई हो।
Meaning : ଯେ ଅତ୍ୟଧିକ ମାଡଖାଏ
Example : ଶ୍ୟାମ ଜଣେ ମାଡ଼ୁଆ ବ୍ୟକ୍ତି, ଯେ ପର୍ଯ୍ୟନ୍ତ ସେ ମାଡ଼ ଖାଇନି ସେପର୍ଯ୍ୟନ୍ତ ତାର ପେଟ ପୁରେ ନାହିଁ
जो अत्यधिक माँड़ खाता है।
Meaning : ଯେ ବରାବର ପିଟାଖାଏ
Example : ମାଡ଼ୁଆ ରମେଶ ଦିନତମାମ ମାଡ଼ ଖାଉଛି କିନ୍ତୁ ନିଜର ଅଭ୍ୟାସ ପରିବର୍ତ୍ତନ କରୁନାହିଁ
जो बराबर पिटता रहता हो।
Install App