Meaning : ମାଗଣା ଜିନିଷ ଖାଇବାବ୍ୟକ୍ତି
Example :
ମାହାଳିଆଖିଆଙ୍କୁ ସବୁ କିଛି ମାଗଣାରେ ହିଁ ଦରକାର
Synonyms : ମାଗଣାଖିଆ
Translation in other languages :
Someone who takes advantage of the generosity of others.
freeloaderMeaning : ମାଗଣାରେ ଜିନିଷ ଖାଇବାର କାର୍ଯ୍ୟ
Example :
ସୋହନ ମାହାଳିଆଖିଆ କରେ
Synonyms : ମାଗଣାଖିଆ
Translation in other languages :