Meaning : ଜଣେ ରାକ୍ଷସ
Example :
ମାଳୀ ରାବଣର ଅଜା ଥିଲା
Translation in other languages :
Meaning : ବଗିଚାରେ ଥିବା ଗଛରେ ପାଣି ଦେବା ଏବଂ ସେଗୁଡ଼ିକ ରକ୍ଷଣାବେକ୍ଷଣ କରୁଥିବା ଲୋକ
Example :
ମାଳୀ ଉଦ୍ୟାନରେ ନୂଆନୂଆ ଗଛ ଲଗାଉଛି
Synonyms : ଉଦ୍ୟାନପାଳକ, ଉଦ୍ୟାନରକ୍ଷକ
Translation in other languages :