Meaning : ତେଲ ଆଦିରେ ଶରୀର ବା ଶରୀରର କୌଣସି ଅଙ୍ଗକୁ ମାଲିସ୍ କରିବାର ପ୍ରକ୍ରିୟା ବା ଭାବ
Example :
ସେ ସପ୍ତାହରେ ଦୁଇଦିନ ସାରା ଶରୀରକୁ ମାଲିସ୍ କରେ
Synonyms : ଅଙ୍ଗ ମର୍ଦନ, ମର୍ଦନ
Translation in other languages :
Kneading and rubbing parts of the body to increase circulation and promote relaxation.
massage