Meaning : ଇସଲାମ ଧର୍ମ ବିଶେଷତଃ ସୁଫୀ ସମ୍ପ୍ରଦାୟରେ ସାଧନାର ଚାରି ସ୍ଥିତି ଗୁଡିକ ମଧ୍ୟରୁ ତୃତୀୟ ସ୍ଥିତି ଯେଉଁଥିରେ ସାଧକ ନିଜ ଗୁରୁ ବା ପୀରଙ୍କ ଉପଦେଶ ଏବଂ ଶିକ୍ଷାରେ ଜ୍ଞାନୀ ହୋଇଯାଏ
Example :
ଇସଲାମରେ ଶରୀଅତ,ତରିକତ,ମାର୍ଫତ ଏବଂ ହକିକତ-ଏହି ଚାରି ସ୍ଥିତି ରହିଛି
Synonyms : ମାର୍ଫତ
Translation in other languages :
The way something is with respect to its main attributes.
The current state of knowledge.Meaning : ଗୋଟିଏ ପ୍ରକାର ଉର୍ଦ୍ଦୁ କବିତା ଯେଉଁଥିରେ ସାଧାରଣ ରୂପରେ ତ ଲୌକିକ ପ୍ରେମର ଉଲ୍ଲେଖ ହୋଇଥାଏ କିନ୍ତୁ ଧ୍ବନି ବା ଶ୍ଳେଷରେ ପ୍ରକୃତରେ ଈଶ୍ବରଙ୍କ ପ୍ରତି ପ୍ରେମ ପ୍ରକାଶିତ ହୋଇଥାଏ
Example :
ଅନ୍ୟୋକ୍ତିର ଗୋଟିଏ ପ୍ରକାର ହେଉଛି ମାର୍ଫତଯଦି ଆପଣଙ୍କର କୌଣସି ମାର୍ଫତଗଜଲ ମନେ ଅଛି,ତେବେ ଶୁଣାନ୍ତୁ
Synonyms : ମାର୍ଫତ
Translation in other languages :