Subscribe
URL of the page has been copied to clipboard.
Meaning : ପରୀକ୍ଷାକୁ ଆଖିଆଗରେ ରଖି ଲେଖାଯାଇଥିବା ଏହି ପୁସ୍ତକ ଯେଉଁଥିରେ କୌଣସି ଅନ୍ୟ ପୁସ୍ତକରେ ଦିଆଯାଇଥିବା ପଠନ ସାମଗ୍ରୀ, ପ୍ରଶ୍ନ ଆଦିର ଅର୍ଥ ରହିଥାଏ
Example : ଆଜିକାଲି ପିଲାମାନେ କେବଳ ସାଥିବହି ପଢ଼ି ପରୀକ୍ଷା ଦେବାକୁ ଚାହାନ୍ତି
Synonyms : ଗାଇଡ ବହି, ସାଥିବହି
Translation in other languages :हिन्दी English
परीक्षा की दृष्टि से तैयार की गई वह पुस्तक जो किसी दूसरी पुस्तक में दी गयी पठन सामग्री, प्रश्न आदि का अर्थ बताए।
Something that offers basic information or instruction.
Install App