Meaning : ଖଳାରେ ବେଙ୍ଗଳା ପକାଇବା ପୂର୍ବରୁ ଗ୍ରାମ ଦେବାତାଙ୍କ ନାମରେ ରଖାଯାଇଥିବା କିଛି ଶସ୍ୟ ବା ଟଙ୍କା ଆଦି
Example :
କୃଷକ ମାନସିକ ଫସଲ ଦାନ କରି ଦେଲା
Synonyms : ଅମୁଣିଆଁ
Translation in other languages :
Meaning : ବୁଦ୍ଧି ସମ୍ବନ୍ଧୀୟ
Example :
କିଛି ପିଲାଙ୍କର ବୌଦ୍ଧିକ ବିକାଶ ଧୀରେ ଧୀରେ ହୁଏପଢ଼ାଇବା ଗୋଟିଏ ବୌଦ୍ଧିକ କାର୍ଯ୍ୟ
Synonyms : ବୌଦ୍ଧିକ
Translation in other languages :
Involving the mind or an intellectual process.
Mental images of happy times.Meaning : ମନ ସହିତ ସମ୍ବନ୍ଧିତ ବା ମନର କିମ୍ବା ମନରେ ହେଉଥିବା
Example :
ସେ ମାନସିକ ରୋଗରେ ପଡ଼ିଛି
Translation in other languages :