Subscribe
URL of the page has been copied to clipboard.
Meaning : ଚିତ୍ର ତିଆରିବା ପାଇଁ ରାସାୟନିକ ଦ୍ରବ୍ୟରେ ପ୍ରସ୍ତୁତ ହୋଇଥିବା ଭୂପୃଷ୍ଠର ଉପରିଭାଗ ବା ତଳ
Example : ଚିତ୍ରକାର ସବୁଜ ଭୂଇଁ ଉପରେ ଚିତ୍ର ଆଙ୍କୁଛନ୍ତି
Synonyms : ଜମି, ପୃଥିବୀ, ଭୂଇଁ, ଭୂପୃଷ୍ଠ
Translation in other languages :हिन्दी
चित्र बनाने के लिए मसाले से तैयार की हुई सतह या तल।
Meaning : ସେ ପଦାର୍ଥ ଯାହା ପୃଥିବୀର ଉପର ସ୍ତରରେ ବା ଅନ୍ୟଭାଗରେ, ପ୍ରାୟ ସବୁ ସ୍ଥାନରେ ମିଳିଥାଏ
Example : ଏଠିକାର ମାଟି ବହୁତ ଉର୍ବର
Synonyms : ମୃତ୍ତିକା
Translation in other languages :हिन्दी English
वह पदार्थ जो पृथ्वी के ऊपरी तल पर या अन्य भाग में भी प्रायः सब जगह पाया जाता है।
Material in the top layer of the surface of the earth in which plants can grow (especially with reference to its quality or use).
Install App