Meaning : ମଗଧ ଦେଶରେ ପ୍ରଚଳିତ ପୁରୁଣା ପ୍ରାକୃତ ଭାଷା
Example :
ମାଗଧୀ ପ୍ରାକୃତରୁ ଓଡ଼ିଆ,ବଙ୍ଗଳା,ବିହାରୀ ଓ ଅହମୀୟା ଭାଷାର ଉତ୍ପତ୍ତି ହୋଇଛି
Synonyms : ମାଗଧୀ ପ୍ରାକୃତ
Translation in other languages :
मगध देश में प्रचलित पुरानी प्राकृत भाषा।
मागधी से बंगला,बिहारी असमी और उड़िया भाषाओं की उत्पत्ति हुई है।Meaning : ମଗଧରେ କୁହା ଯାଉଥିବା ଭାଷା
Example :
ଏହି ବହି ମାଗଧୀରେ ଲେଖାଯାଇଛି
Synonyms : ମାଗଧୀ ଭାଷା
Translation in other languages :