Meaning : କୌଣସି ପୂଜ୍ୟା ବା ଆଦରଣୀୟା ମହିଳା ବା ଦେବୀଙ୍କ ନାମ ପୂର୍ବରୁ ବା ତାଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଗୋଟିଏ ଆଦର ସୂଚକ ଶବ୍ଦ
Example :
ଏହା ମାଆ ପାର୍ବତୀଙ୍କ ମନ୍ଦିର
Translation in other languages :
A term of address for a mother superior.
motherMeaning : କୌଣସି ପୂଜ୍ୟା ବା ଆଦରଣୀୟା ବୟସରେ ବଡ ସ୍ତ୍ରୀ
Example :
ମାଆ ଆପଣ ଏଠାରେ ବସି ଯାଆନ୍ତୁ
Synonyms : ମାଆ