Meaning : ଯେଉଁ ସମାରୋହରେ କୌଣସି ନୂଆ ଫିଲ୍ମର ଚିତ୍ରଗ୍ରହଣ ଆରମ୍ଭ ହୋଇଥାଏ
Example :
ଏହି ଫିଲ୍ମର ମୁହୂର୍ତ୍ତରେ ଭାଗ ନେବାପାଇଁ ବଡ଼ବଡ଼ ଅଭିନେତା ଆସୁଛନ୍ତି
Synonyms : ମୁହୂର୍ତ୍ତ
Translation in other languages :
वह समारोह जिसमें किसी नई फिल्म का चित्रांकन शुरू किया जाता है।
इस फिल्म के मुहूर्त में भाग लेने के लिए बड़े-बड़े अभिनेता आ रहे हैं।