Subscribe
URL of the page has been copied to clipboard.
Meaning : ହାତ ଲାଗିଥିବା ଯେଉଁ କାଠତିଆରି ଯନ୍ତ୍ରରେ ହଳ ହୋଇଥିବା ଜମିକୁ ସମତଳ କରାଯାଏ
Example : କୃଷକଟି ମଇ ଦ୍ୱାରା ହଳହୋଇଥିବା ଜମିକୁ ସମତଳ କରୁଛି
Synonyms : ମଇ, ମୟା
Translation in other languages :हिन्दी
हत्था लगा लकड़ी का एक टुकड़ा जिससे जुती हुई भूमि बराबर की जाती है।
Meaning : ଦହି ବସାଇବାପାଇଁ ଦୁଧରେ ପକା ଯାଉଥିବା ଦହି ବା ଖଟା ପଦାର୍ଥ
Example : ମା ଦହି ବସାଇବାପାଇଁ ଦୁଧରେ ମହି ପକାଇଛନ୍ତି
Synonyms : ଦଧ୍ୟାମ୍ଳ
दही जमाने के लिए दूध में डाला जाने वाला दही या खट्टा पदार्थ।
Install App