Meaning : ଚତୁର୍ବିଂଶତମ କିମ୍ବା ଅନ୍ତିମ ଜୈନ ତୀର୍ଥଙ୍କର
Example :
ମହାବୀରଙ୍କ ପିଲାଦିନର ନାଁ ବର୍ଦ୍ଧମାନ ଥିଲା
Synonyms : ବର୍ଦ୍ଧମାନ
Translation in other languages :
चौबीसवें और अन्तिम जैन तीर्थंकर।
महावीर के बचपन का नाम वर्धमान था।Meaning : ପବନଙ୍କ ପୁତ୍ର ଯାହାଙ୍କୁ ବହୁତ ବଳଶାଳୀ ଓ ଅମର ବୋଲି ବିଚାରକରାଯାଏ
Example :
ହନୁମାନ ରାମଙ୍କର ଭକ୍ତ ଥିଲେ
Synonyms : ଅଞ୍ଜନୀନନ୍ଦନ, ଅଞ୍ଜନୀପୁତ୍ର, ଅଞ୍ଜନୀସୁତ, କେଶରୀନନ୍ଦନ, ପବନକୁମାର, ପବନତନୟ, ପବନପୁତ୍ର, ପବନସୁତ, ବଜରଙ୍ଗ ବଲୀ, ବଜରଙ୍ଗୀ, ହନୁ, ହନୁମନ୍ତ, ହନୁମାନ
Translation in other languages :
पवन के पुत्र जो बहुत ही बलशाली और अमर माने जाते हैं।
हनुमान राम के भक्त थे।In Hinduism, the monkey god and helper of Rama. God of devotion and courage.
hanuman