Meaning : ବଡ଼ ହେବାର ଅବସ୍ଥା ବା ଭାବ
Example :
ବଡ଼ଲୋକଙ୍କ ବଡ଼ପଣିଆକୁ ସମ୍ମାନ କରିବା ଉଚିତ
Synonyms : ବଡ଼ପଣିଆ
Translation in other languages :
The quality of elevation of mind and exaltation of character or ideals or conduct.
grandeur, magnanimousness, nobility, noblenessMeaning : ମହାନ୍ ହେବାର ଅବସ୍ଥା ବା ଭାବ
Example :
ହିନ୍ଦୀ ସାହିତ୍ୟରେ ପ୍ରେମ୍ଚାନ୍ଦଙ୍କ ମହାନତାକୁ ଟଳାଇ ହେବନାହିଁ
Synonyms : ଗୁରୁତା, ଗୁରୁତ୍ୱ, ଗୌରବ, ବଡ଼ପଣ, ବଡ଼ିମା, ମହତ୍ୱ, ମହିମା, ଶ୍ରେଷ୍ଠତ୍ୱ
Translation in other languages :
महान होने की अवस्था या भाव।
हिन्दी साहित्य में प्रेमचन्द की महानता को झुठलाया नहीं जा सकता।The property possessed by something or someone of outstanding importance or eminence.
greatness, illustriousnessMeaning : ଉଦାର ହେବାର ଅବସ୍ଥା ବା ଭାବ
Example :
ସେଠ କରୋଡ଼ୀମଲ ତାଙ୍କ ଉଦାରତାପାଇଁ ପ୍ରସିଦ୍ଧ
Translation in other languages :