Meaning : ଶରୀରର ରକ୍ତ ଶୋଷୁଥିବା ଏକ ଛୋଟ ପରଜୀବି କୀଟ
Example :
ମଶା ମାନଙ୍କଠାରୁ ରକ୍ଷା ପାଇବା ନିମନ୍ତେ ସେମାନଙ୍କ ବାସସ୍ଥାନରେ କୀଟନାଶକ ଦ୍ରବ୍ୟ ଛିଞ୍ଚା ଗଲା
Translation in other languages :
Any wingless bloodsucking parasitic insect noted for ability to leap.
fleaMeaning : ଗୋଟିଏ ମାଈ ଛୋଟ ଉଡ଼ନ୍ତା ପୋକ ଯେ କାମୁଡ଼େ ଏବଂ ରକ୍ତ ଶୋଷେ
Example :
ମଶା କାମୁଡ଼ିବାଯୋଗୁଁ ମୋହନକୁ ମେଲେରିଆ ହୋଇଗଲା
Synonyms : ଦଂଶକ ପତଙ୍ଗବିଶେଷ
Translation in other languages :
Two-winged insect whose female has a long proboscis to pierce the skin and suck the blood of humans and animals.
mosquito