Meaning : ମଶାଙ୍କଠାରୁ ରକ୍ଷାପାଇବାପାଇଁ ପଲଙ୍କ,ଖଟ ଆଦିର ଚାରି ପଟେ ବନ୍ଧା ଯାଉଥିବା ଜାଲି କନା
Example :
ମଶାଠାରୁ ରକ୍ଷାପାଇବାପାଇଁ ମଶାରି ବ୍ୟବହାର କରାଯାଏ
Synonyms : ମଶକହରୀ, ମଶକାରି, ମଶାରି, ମଶୁରି
Translation in other languages :
A fine net or screen (especially around beds) to protect against mosquitos.
mosquito net