Subscribe
URL of the page has been copied to clipboard.
Meaning : ବୃହଦନ୍ତ୍ରର ଶେଷଭାଗ ଯାହାର ନଳୀ ମଳ ଦ୍ୱାରରେ ଖୋଲେ ତଥା ଯେଉଁଥିରେ ମଳ ଏକତ୍ର ହୁଏ
Example : ପ୍ରୟୋଗଶାଳାରେ ଗବେଷକ ଠେକୁଆ ମଳାଶୟର ଅଧ୍ୟୟନ କରୁଛନ୍ତି
Synonyms : ମଳାଶୟ, ରେକ୍ଟମ
Translation in other languages :हिन्दी English
बड़ी आँत का अन्तिम भाग जिसका सिरा मलद्वार में खुलता है तथा जिसमें मल एकत्र होता है।
The terminal section of the alimentary canal. From the sigmoid flexure to the anus.
Meaning : ପଶୁଙ୍କ ପେଟରେ ଥିବା ମଳଥଳି
Example : ମଳଥଳିରେ ମଳ ଜମା ହୋଇଥାଏ
Synonyms : ପୁଟି, ମଳମୁଣା, ମଳାଶୟ
Translation in other languages :हिन्दी
पशुओं के पेट में स्थित मल की थैली।
Install App