Meaning : ନିଆଁ ଉପରେ ରଖିବା କାରଣରୁ ବାଷ୍ପ ହେବା
Example :
ଚା ତିଆରି କରିବା ପାଇଁ ଚୂଲିରେ ବସେଇଥିବା ପାଣି ବାଷ୍ପୀଭୂତ ହୋଇଗଲା
Synonyms : ବାଷ୍ପୀଭୂତହେବା
Translation in other languages :
Meaning : କୌଣସି ମନୋବେଗ, ଇଚ୍ଛା ଆଦି କମ୍ କରିବା ବା ନଥିଲା ଭଳିଆ
Example :
ବାରମ୍ବାର ଚା ପିଇବା ପରେ ମୋ ଭୋକ ମରିଗଲା
Synonyms : ମରିବା
Translation in other languages :