Subscribe
URL of the page has been copied to clipboard.
Meaning : ଛାତି ଭିତରର ବାଁ ପଟେ ଥିବା ଏକ ଅବୟବ ଯାହାର ସ୍ପନ୍ଦନରେ ସାରା ଶରୀରର ନାଡ଼ିମାନଙ୍କରେ ରକ୍ତ ସଞ୍ଚାରଣ ଲାଗିରହିଥାଏ
Example : ହୃଦୟ ପ୍ରାଣୀମାନଙ୍କର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ
Synonyms : କଲିଜା, ମର୍ମ, ମର୍ମ ସ୍ଥଳ, ହିଆ, ହୃଦୟ
Translation in other languages :हिन्दी
छाती के अंदर बायीं ओर का एक अवयव जिसके स्पन्दन से सारे शरीर की नाड़ियों में रक्त-संचार होता रहता है।
Install App