Meaning : ଈଶ୍ୱରଙ୍କ ଧ୍ୟାନ ପରିତ୍ୟାଗ କରି ଶାରୀରିକ ଓ ସାଂସାରିକ ପଦାର୍ଥକୁ ନିଜର ସର୍ବସ୍ୱ ମାନିନେବାର ପ୍ରକ୍ରିୟା ବା ଭାବ
Example :
ସାଧୁ ସନ୍ଥମାନେ ମୋହରେ ପଡ଼ନ୍ତି ନାହିଁ
Synonyms : ଅସ୍ମିତା, ବିମୋହ, ମାୟା, ମୋହ
Translation in other languages :
A feeling of great liking for something wonderful and unusual.
captivation, enchantment, enthrallment, fascinationMeaning : ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
Example :
ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
Translation in other languages :
A positive feeling of liking.
He had trouble expressing the affection he felt.Meaning : ମାଆର ସନ୍ତାନପ୍ରତି ଥିବା ସ୍ନେହ
Example :
ପିଲାମାନେ ମାଆଙ୍କ ମମତାର ଛାଇରେ ବଢନ୍ତି
Translation in other languages :
A positive feeling of liking.
He had trouble expressing the affection he felt.