Meaning : ଖାଦ୍ୟ ହଜମ ହେଉନଥିବା ରୋଗ
Example :
ଅଜୀର୍ଣ୍ଣରେ ହଇରାଣ ହୋଇ ସୋହନକୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଲା ଅଜୀର୍ଣ୍ଣରୁ ରକ୍ଷା ପାଇବାପାଇଁ ଆମର ସୁପାଚ୍ୟ ଖାଦ୍ୟ ଖାଇବା ଉଚିତ୍
Translation in other languages :
A disorder of digestive function characterized by discomfort or heartburn or nausea.
dyspepsia, indigestion, stomach upset, upset stomach