Subscribe
URL of the page has been copied to clipboard.
Meaning : ଇହଲୋକରେ ଖରାପ ବିଚାର କରାଯାଉଥିବା ଓ ପରଲୋକରେ ଅଶୁଭ ଫଳ ଦେବା କର୍ମ
Example : ମିଛ କହିବା ମହାପାପ
Synonyms : ଅଧର୍ମ, ଅନ୍ୟାୟ, ଅମଙ୍ଗଳ, କଳୁଷ, ଦୁଷ୍କୃତି, ପାତକ, ପାପ
Translation in other languages :हिन्दी English
इस लोक में बुरा माना जाने वाला और परलोक में अशुभ फल देने वाला कर्म।
An act that is regarded by theologians as a transgression of God's will.
Meaning : ଖରାପ କାମ ବା ସେଭଳି କାମ ଯାହା କରିବା ଖରାପ
Example : ତୁମକୁ ତୁମର ଦୁଷ୍କର୍ମପାଇଁ ନିଶ୍ଚୟ ଦଣ୍ଡ ଭୋଗିବାକୁ ପଡ଼ିବ
Synonyms : ଅପକର୍ମ, କୁକର୍ମ, ଖରାପକର୍ମ, ଦୁଷ୍କର୍ମ, ଦୁଷ୍କୃତ୍ୟ, ପାପକର୍ମ
बुरा कर्म या वह कर्म जिसे करना बुरा हो।
Improper or wicked or immoral behavior.
Meaning : ନୀତି ବିରୋଧ ହେଉଥିବା କାର୍ଯ୍ୟ
Example : ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
Synonyms : ଅକର୍ମ, ଅନୈତିକ କର୍ମ, ଅପକର୍ମ, ଦୁଷ୍କର୍ମ, ପାପକର୍ମ
ऐसा कार्य जो नीति के विरुद्ध हो।
Install App