Meaning : କୌଣସି କାର୍ଯ୍ୟ ଧିମେଇ ଯିବାର ଅବସ୍ଥା
Example :
ମକଚି ହୋଇଯିବା ଯୋଗୁଁ ତାଙ୍କ ଚାଲିରେ ଧୀରତା ଆସି ଯାଇଛିମନ୍ଥରତା କାରଣରୁ ତା ସ୍ୱରଶୁଣା ଯାଉନାହିଁ
Synonyms : ଧୀରତା
Translation in other languages :
A rate demonstrating an absence of haste or hurry.
deliberateness, deliberation, slowness, unhurriedness