Meaning : ରାଜଦରବାରରେ ପରାମର୍ଶ ଦେବା ବ୍ୟକ୍ତି
Example :
ବିରବଲ ଆକବରଙ୍କ ମନ୍ତ୍ରୀ ଥିଲେ
Translation in other languages :
An expert who gives advice.
An adviser helped students select their courses.Meaning : ଯେଉଁ ପ୍ରଧାନ ଅଧିକାରୀଙ୍କ ପରାମର୍ଶରେ ରାଜ୍ୟ ବା ଦେଶ କିମ୍ବା ରାଜ୍ୟ ବା ଦେଶର କୌଣସି ବିଭାଗରେ ସବୁ କାମ ହୋଇଥାଏ
Example :
ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଜଣେ ମଂତ୍ରୀ କରିବେ
Synonyms : ମିନିଷ୍ଟର
Translation in other languages :
A person appointed to a high office in the government.
Minister of Finance.