Meaning : ଷଡ଼ଯନ୍ତ୍ର ଆଦିର ରୂପରେଖ ପ୍ରସ୍ତୁତ କରିବା
Example :
ଦୁର୍ଯ୍ୟୋଧନ ପାଣ୍ଡବଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ
Synonyms : ଷଡ଼ଯନ୍ତ୍ର କରିବା
Translation in other languages :
षड्यंत्र आदि की रूपरेखा तैयार करना।
दुर्योधन ने पांडवों के खिलाफ साजिश रची।