Meaning : ମନର ମଳିନତା
Example :
ମନୋମାଳିନ୍ୟ ଦୂର କରିବାପାଇଁ ଆମର ପ୍ରଯତ୍ନ କରିବା ଉଚିତ
Translation in other languages :
Meaning : ଦୁଇଜଣ ବ୍ୟକ୍ତି ବା ଦଳଙ୍କ ମଧ୍ୟରେ ଶତ୍ରୁତାପୂର୍ଣ୍ଣ ଢଙ୍ଗରେ ନିଜନିଜ କଥା ଉପରେ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଅଟଳ ରହିବାର ଭାବ
Example :
ଛୋଟ କଥାକୁ ନେଇ ସେ ଦୁଇଜଣଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଗଲା
Synonyms : ଯୁକ୍ତିତର୍କ
Translation in other languages :
Meaning : ଶତ୍ରୁହେବାର ଅବସ୍ଥା ବା ଭାବ
Example :
ନିଜନିଜ ଭିତରେ ଶତ୍ରୁତାକୁ ଦୂରକରିବା ହିଁ ଭଲ
Synonyms : ଅରିତ୍ୱ, ବିଦ୍ୱେଷ, ବିରୋଧ, ବୈର, ଶତ୍ରୁତା
Translation in other languages :
दुश्मन या शत्रु होने की अवस्था या भाव।
आपसी दुश्मनी को दूर करने में ही भलाई है।