Meaning : ମନରେ ଉତ୍ପନ୍ନ ହେଉଥିବା ଭାବ ବା କୌଣସି ବିଚାର
Example :
ମନୋଭାବକୁ ନିୟନ୍ତ୍ରଣ କରିବା କଠିନ ମନରେ ବିଭିନ୍ନ ପ୍ରକାର ଭାବ ଆସେ
Synonyms : ଚିତ୍ତବୃତ୍ତି, ମନୋବୃତି, ମାନସିକ ଭାବ
Translation in other languages :
Any strong feeling.
emotion