Meaning : ମାନିବା କାମ ଅନ୍ୟଦ୍ୱାରା କରାଇବା
Example :
ରୁଷିଥିବା ପୁଅକୁ ମାଆ ତାହାର ସାଙ୍ଗଦ୍ୱାରା ମନାଇଲେ
Translation in other languages :
Meaning : ଅନ୍ୟକୁ ମାନିବା ନିମନ୍ତେ ପ୍ରଭାବିତ କରିବା
Example :
କୌଣସି ପ୍ରକାରେ ମୁଁ ତାକୁ ମୋ ସହିତ ଆସିବାପାଇଁ ମନାଇଲି
Synonyms : ମନେଇବା, ରାଜି କରାଇବା, ସ୍ୱୀକୃତ କରାଇବ
Meaning : ରାଗି ଥିବା ବ୍ୟକ୍ତିକୁ ପ୍ରସନ୍ନ କରିବା
Example :
ମାଆ ଛୁଆକୁ ମନାଉଛନ୍ତି
Synonyms : ପ୍ରସନ୍ନ କରେଇବା
Translation in other languages :
रूठे हुए को प्रसन्न करना।
माँ अपने बच्चे को मना रही है।Meaning : ରାଜି କରାଇବା
Example :
ମୁଁ ଏହି କାର୍ଯ୍ୟ କରିବା ପାଇଁ ସୋହନକୁ ରାଜି କରେଇଲି
Synonyms : ପଟାଇବା, ରାଜି କରେଇବା
Translation in other languages :
कोई कही हुई बात को मानने के लिए तैयार करना।
मैंने यह काम करने के लिए सोहन को मना लिया।