Meaning : ଅନ୍ୟ କେହି ନ ଚାହିଁଲେ ମଧ୍ୟ ନିଜ ଇଚ୍ଛା ଅନୁସାରେ କୌଣସି କାମ କରିବା ବା କରାଇବା କାର୍ଯ୍ୟ
Example :
ତୁମର ସ୍ୱେଚ୍ଛାଚାର ଏଠାରେ ଚଳିବ ନାହିଁ
Synonyms : ଅବାଧ୍ୟ, ସ୍ୱେଚ୍ଛାଚାର
Translation in other languages :
Resolute adherence to your own ideas or desires.
bullheadedness, obstinacy, obstinance, pigheadedness, self-will, stubbornness