Meaning : ଇଚ୍ଛା କରିବା ବା କାମନା କରିବା
Example :
ଚପରାଶୀ ଘରକୁ ଯିବାକୁ ଇଚ୍ଛା କରୁଛି
Synonyms : ଇଚ୍ଛା କରିବା, ଇଚ୍ଛା ହେବା, କାମନା କରିବା, ବାଞ୍ଛା କରିବା, ମନହେବା
Translation in other languages :
इच्छा करना या कामना करना।
चपरासी घर जाने की इच्छा कर रहा है।