Meaning : ଗୋଟିଏ ଅନଧିକାରିକ ସମୂହ ବା ଦଳ ବା ଲୋକ
Example :
ଆମରି ବିଦ୍ୟାଳୟର ବୁଦ୍ଧିମାନଦଳ ଆଜି ଫିଲ୍ମ ଦେଖିବାକୁ ଯାଉଛନ୍ତି
Translation in other languages :
Meaning : କୌଣସି ବିଶେଷ କାମ, ପ୍ରଦର୍ଶନ, ବ୍ୟବସାୟଆଦିପାଇଁ କରାଯାଇଥିବା କିଛି ଲୋକଙ୍କର ସମୂହ
Example :
ଆମ ସହରକୁ ଚିତ୍ରକୂଟର ରାମଲୀଳା ମଣ୍ଡଳୀ ଆସିଛି
Translation in other languages :