Meaning : ସମାଧିଆଦିର ମଣ୍ଡପ
Example :
ଏହି ସମାଧିର ଛାତ କୁଶଳ କାରିଗରମାନଙ୍କଦ୍ୱାରା ତିଆରି କରାଯାଉଛି
Translation in other languages :
समाधि आदि का मंडप।
इस समाधि की छतरी कुशल कारीगरों द्वारा बनाई जा रही है।Meaning : ଦୁଆର ସାମନାରେ ବା ଛାତ ଉପରେ ଥିବା ଛାୟା ପ୍ରଦାନକାରୀ ସ୍ଥାନ
Example :
ସେ ମଣ୍ଡପରେ ବସି ବହି ପଢ଼ୁଛି
Translation in other languages :
A structure attached to the exterior of a building often forming a covered entrance.
porchMeaning : ମନ୍ଦିରର ମଣ୍ଡପର ପ୍ରବେଶଦ୍ୱାର
Example :
ମନ୍ଦିରର ମଣ୍ଡପଉପରେ ଭାରି ଭିଡ଼ ଥିଲା
Translation in other languages :