Meaning : ଦୁଇଟି ବିନ୍ଦୁ ମଝିରେ ଥିବା ସ୍ଥାନ ବା ସମୟ
Example :
କାର୍ଯ୍ୟ ମଝିରେ ସେ ଘରକୁ ଚାଲିଗଲା
Synonyms : ଅନ୍ତରାଳ
Translation in other languages :
Meaning : କୌଣସି ଲମ୍ବା ବସ୍ତୁର ମଧ୍ୟ ଭାଗ
Example :
କୃଷକ ଘଣା ମଝିରେ ବେଡ଼ି କାଠ ବାନ୍ଧିଦେଲା
Synonyms : ମଝିଭାଗ
Translation in other languages :
Meaning : ହାତମଝିର ଆଙ୍ଗୁଠି
Example :
ମଝି ଆଙ୍ଗୁଠି ହାତର ସବୁଠାରୁ ଲମ୍ବା ଆଙ୍ଗୁଠି
Translation in other languages :
The second finger. Between the index finger and the ring finger.
middle fingerMeaning : ମଧ୍ୟ ଭାଗ ବା ସ୍ଥାନ
Example :
ଘରର ମଝିରେ ଅଗଣା ଅଛି
Translation in other languages :
Meaning : ଯାହା କୌଣସି ବସ୍ତୁ, ସ୍ଥାନଆଦିର ମଝିରେ ଅବସ୍ଥିତ
Example :
ଆଜିକାଲି ଭାରତର ମଧ୍ୟବର୍ତ୍ତୀ ଭାଗରେ ମୂଷଳ ଧାରାରେ ବର୍ଷା ହେଉଛି
Synonyms : ଅନ୍ତବର୍ତ୍ତୀ, ମଧ୍ୟ, ମଧ୍ୟବର୍ତ୍ତୀ
Translation in other languages :
Being neither at the beginning nor at the end in a series.
Adolescence is an awkward in-between age.