Meaning : ମନ ଖୁସି କରିବାପାଇଁ କଥା କିମ୍ବା କାମ କରିବା
Example :
ସେ ନିଜର ସହପାଠୀମାନଙ୍କୁ ଥଟ୍ଟା ମଜା କରନ୍ତି
Synonyms : ଥଟ୍ଟା କରିବା, ପରିହାସ କରିବା, ବିନୋଦ କରିବା
Translation in other languages :
मन बहलानेवाली बात या काम करना।
वह अपने सहपाठी के साथ मज़ाक कर रहा है।Meaning : ଆମୋଦ ପ୍ରମୋଦ ବସ୍ତୁର ବ୍ୟବହାର କରିବା
Example :
ପରୀକ୍ଷା ସରିବା ପରେ ହିଁ ଅନେକ ମଉଜମସ୍ତି ହେଲା
Synonyms : ଆମୋଦ ପ୍ରମୋଦ କରିବା, ମଉଜମସ୍ତି ହେବା, ମନୋରଞ୍ଜନ କରିବା
Translation in other languages :