Meaning : ହିତ ବା ଭଲ ଚାହୁଁଥିବା
Example :
ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍କିଲ୍
Synonyms : କଲ୍ୟାଣକାରୀ, ପରୋପକାରୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ
Translation in other languages :
हित या भला चाहनेवाला।
जीवन में शुभचिन्तकों का होना अतिआवश्यक है।