Meaning : ଫଳିତ ଜ୍ୟୋତିଷ ଅନୁସାରେ ବାହାରୁଥିବା ସମୟ ଯେତେବେଳେ କିଛି ଶୁଭ କାର୍ଯ୍ୟ କରାଯାଏ
Example :
ବିବାହର ଶୁଭ ମୁହୂର୍ତ୍ତ ଆଜି ସଂଧ୍ୟା ସାତଟାରୁ ରାତି ଏଗାରଟା ମଧ୍ୟରେ ରହିଛି
Synonyms : ଶୁଭ ମୁହୂର୍ତ୍ତ, ଶୁଭକାଳ, ଶୁଭଲଗ୍ନ
Translation in other languages :