Meaning : ବସ୍ତ୍ର, ଫୁଲ ଆଦି କୌଣସି କୋମଳ ପଦାର୍ଥକୁ ହାତରେ ଏପରି ମକଚିବା ଯେପରି ତାହା ଖରାପ ହୋଇଯିବ
Example :
ତୁମ୍ଭେମାନେ ଫୁଲଗୁଡ଼ିକ କାହିଁକି ମକଚୁଛ?
Synonyms : ଦଳିବା
Translation in other languages :
किसी कोमल पदार्थ विशेषकर कपड़े, फूल आदि को इस प्रकार हाथ से मलना कि वह खराब हो जाए।
तुम लोग फूल को क्यों गींजते हो।