Meaning : ଭରିବା ବା ରଖିବାର ପାରିଶ୍ରମିକ
Example :
ମୁଁ ଠିକାଦାର ନିକଟରେ ଭରିବାର ଭଡ଼ା ଦବାକୁ ଯାଉଛି
Synonyms : ଠିକାମଜୁରି
Translation in other languages :
Something that remunerates.
Wages were paid by check.Meaning : କୌଣସି ବସ୍ତୁ, ଲୋକ ଆଦିଙ୍କୁ ଧାର ସୂତ୍ରରେ ନେବାର କ୍ରିୟା
Example :
ମୁଁ ରହିବା ଲାଗି ଗୋଟିଏ ଘର ଭଡ଼ାରେ ନେଲି
Translation in other languages :
* किसी वस्तु, व्यक्ति आदि को किराए पर लेने की क्रिया।
मैंने रहने के लिए एक घर भाड़ा क्रय किया है।