Meaning : ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି
Example :
ଭ୍ରଷ୍ଟାଚାରୀମାନେ ଦେଶକୁ ଖୋଳ କରିଦେଲେଣି
Translation in other languages :
Meaning : ଭ୍ରଷ୍ଟାଚାର ଯୋଗ୍ୟ
Example :
ଡକାୟତ ଭ୍ରଷ୍ଟାଚାରୀ ପୋଲିସ ଅଧିକାରୀଙ୍କୁ ବହୁତ ଧନ ଦେବାପାଇଁ ଲାଳସା ଦେଖାଉଥିଲା
Synonyms : ବ୍ୟଭିଚାରୀ
Translation in other languages :
Capable of being corrupted.
Corruptible judges.Meaning : ଖରାପ ବା ନିନ୍ଦନୀୟ ଚରିତ୍ରର
Example :
ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
Synonyms : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଚରିତ୍ରହୀନ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ
Translation in other languages :
Unrestrained by convention or morality.
Congreve draws a debauched aristocratic society.Meaning : ଭ୍ରଷ୍ଟାଚାର ସମ୍ବନ୍ଧୀୟ
Example :
ଭ୍ରଷ୍ଟାଚାରୀ ଗତିବିଧିରେ ଲିପ୍ତ ହେବାରୁ ସେ ନିଲମ୍ବିତ ହେଲେ
Translation in other languages :